ନୂଆଦିଲ୍ଲୀ ୧୦/୮: ବିଶ୍ବରେ କରୋନାର ପ୍ରଭାବ ବଢିବାରେ ଲାଗିଛି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା ଆକ୍ରାନ୍ତ ହୋଇଛନ୍ତି । ଆଜି ତାଙ୍କର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମବାର ଅପରାହ୍ନରେ ସଂକ୍ରମିତ ହୋଇଥିବା ନେଇ ପ୍ରଣବ ମୁଖାର୍ଜୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକ କୋଭିଡ୍-୧୯ ପରୀକ୍ଷା କରାଇବା ସହ ଆଇସୋଲେସନରେ ରହିବାକୁ କହିଛନ୍ତି ।
On a visit to the hospital for a separate procedure, I have tested positive for COVID19 today.
I request the people who came in contact with me in the last week, to please self isolate and get tested for COVID-19. #CitizenMukherjee— Pranab Mukherjee (@CitiznMukherjee) August 10, 2020