89

ଆଜି ଯୁକ୍ତ 2 ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର ୧୨।୮(ଓଡିଆନ ମିଡ଼ିଆ): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ।  ମଧ୍ୟାହ୍ନ ସାଢ଼େ ୧୨ଟାରେ CHSE ଅଫିସରେ ପ୍ରକାଶ ପାଇବ ପରୀକ୍ଷା ଫଳ ।  ପରୀକ୍ଷାର୍ଥୀମାନେ  www.orissaresults.nic.in ୱେବ୍ ସାଇଟ୍  ମାଧ୍ୟମରେ ସେମାନଙ୍କ ରେଜଲ୍ଟ ବିଷୟରେ ଜାଣିପାରିବେ। ଏଥିସହ ମୋବାଇଲ୍  ନମ୍ବର ୦୬୭୪-୨୩୦୦୯୧୪/୨୩୦୦୯୦୭ ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କ ଫଳ ପାଇପାରିବେ। ସେହିପରି ସାମ୍ସର ଇ -ସ୍ପେସ୍  ମାଧ୍ୟମରେ କଲେଜଗୁଡ଼ିକୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ୯୭ ହଜାର ୩୭୭ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି।
Spread the love