150

ରାଜ୍ୟସ୍ତରୀୟ ଧୀମନ୍ତ ଜଗବନ୍ଧ ୁମଶି ୍ରମେମୋରଅିାଲ କ୍ରୀକେଟ ଟର୍ଣ୍ଣୁାମେଣ୍ଟ ଉଦଘ୍‌ାଟତ

ଆଳି,(ଦୁ.ପ୍ର) :ବିଶିଷ୍ଟ ସମାଜସେବୀ ଧୀମନ୍ତ ଜଗବନ୍ଧ ୁମଶ୍ରି ମେମୋରିଆଲ କ୍ରିକେଟ ଟୁର୍ଣାମେଟଂର ମଙ୍ଗଳବାର ଉଦଘାଟିତ ହୋଇ ଯାଇଛି । ଜଗବନ୍ଧୁ ମିଶ୍ର ଚାରିଟେବଲ ଟ୍ରଷ୍ଟ ଦ୍ୱାରା ଆଳି ହାଇସ୍କୁଲ ମିନି ଷ୍ଟାଡିୟମରେ ଅୟୋଜିତ ଏହି ଟୁର୍ଣାମେଟଂର ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପଟାମୁଣ୍ଡାଇ ବିଜେପି ନଗର ସଭାପତ ିବଶିର୍ୱଜଂନ ପାତ,୍ରସମ୍ମାନତି ଅତିଥି ଭାବେ ଆଳି ହାଇସ୍କୁଲ ପୁର୍ବତନ ପ୍ରଧାନ ଶିକ୍ଷକ କେଶବ ଚରଣ ବେହେରା,ରାଷ୍ଠପ୍ରତ ିପରୁସ୍କାର ପ୍ରାପ୍ତ ଶିକ୍ଷକ ମହେଶ୍ୱର ନନ୍ଦ,ଜାଭିୟର ଇଟଂରନ୍ୟାସନାଲ ସ୍କୁଲ ଅଧକ୍ଷ କୃଷ୍ନ ଚନ୍ଦ୍ର ପଣ୍ଡା ଓ କେନ୍ଦ୍ରାପଡା ଜିଲ୍ଲା ଉପ ସଭାପତି ଭକ୍ତବନ୍ଧୁ ମଶ୍ରି ଯୋଗ ଦେଇ ସ୍ୱର୍ଗତ
ଜଗବନ୍ଧୁ ମିଶ୍ରଙ୍କର ପ୍ରତିମୁର୍ତୀରେ ପ୍ରଦିପ ପ୍ରଜ୍ୱଳନ କରି ପୁଷ୍ପ ମାଲ୍ୟ ଦେଇ ଶଦ୍ଧ୍ରା ସମୁନ ଅପର୍ଣ କର ିକଡ୍ରିା ପତାକା ଉତୋଳନ କରବିା ପରେ ପଡିଆ ଭିତରକୁ ଯାଇ ଖେଳାଳି ମାନଙ୍କ ସହ କର ମର୍ଦ୍ଧନ କରି
ଖେଳକୁ ଉଦଘାଟନ କରିଥିଲେ । ସେମାନଙ୍କ ସହ ଲକ୍ଷ୍ମୀଧର ଦିକ୍ଷୀତ,କିଶୋରଭାନୁ ଷଡଙ୍ଗୀ ଓ ଧନେଶ୍ୱର ରାଉତ ଉପସ୍ଥତି ଥେିଲ । ଏହି ପ୍ରଥମ ମ୍ୟାଚରେ ଏସିଏସସି ଆଳି ଭେଟି ଥିଲା ଓଳାଭର
ଆଥଲେଟିକ ଆସୋସିଏସନ କୁ । ଏସଏିସସ ି ଟସ ଜତି ିବ୍ୟାଟିଂ ନେଇ ୩୦ ଓଭରରେ ୪ ଓେିକଟ ହରାଇ ୨୨୨ ରନ କରି ଥିଲା । ଅଧନିାୟକ ସୁଭମ ପଲାଇ ୯୬ ରନ କରି ନଟଆଉଟ ରହିଥିବା
ବେଳେ ସୁସାନ୍ତ ମଲକି ୫୨ରନ କର ିଥେିଲ । ଜବାବରେ ଓଳାଭର ୧୬ ଓଭର ବ୍ୟାଟିଂ କର ିସମସ୍ତ ଓିକେଟ ହରାଇ ମାତ୍ର ୬୮ କରି ୧୫୪ ରନରେ ପରାସ୍ତ ହେବାରୁ ଏସିଏସସି ବିଜୟୀ ହୋଇ ପ୍ରଥମ ସେମିରେ ପ୍ରବେଶ କରି ଥିଲା । ବିପିନ ପାତ୍ର ଓ ବିକାଶ ବିଶ୍ନାଳ ୪ ଓିକେଟ ଲେଖାଏଁ ନେଇଥିଲେ । ଅମ୍ପାୟାର ଭାବେ ନରିଜଂନ ଷଡଙ୍ଗୀ ଓ ବିଶ୍ୱଜିତ ଅଧିକାରୀ ଖେଳ ପରିଚାଳନା କରି ଥିଲେ । ଟର୍ଣୁାମେଟଂର ଅନ୍ୟାନ କାର୍ଯ୍ୟକମ୍ରକୁ କ୍ଲବ ସଭ୍ୟ ରବିନ୍ଦ୍ର ମହାନ୍ତି, ଶୁକଦେବ ଗୋଛାୟତ, ରଜଂନ ଦାସ, ଶବି କମୁାର ନାୟକ ଓ ସାରଦା ମଳିକ ପ୍ରମୁଖ ପରିଚାଳନା କରଥିେିଲ । ଆସନ୍ତା କାଲରି ମ୍ୟାଚ ଏମକେସସି ିଆଳ ିଓ କ୍ଷେତପ୍ରାଳ କବ୍ଲ ସଙ୍ଗିରି ିମଧ୍ୟରେ ଅନଷ୍ଠୁତି ହେବ ।

Spread the love