86

ସୋୟା ଖାଉଛନ୍ତି କି ? ପାଇବେ ଅନେକ ଫାଇଦା…..

ସୋୟା ଖାଉଛନ୍ତି କି ? ପାଇବେ ଅନେକ ଫାଇଦା…..
ସୋୟାର ଉପଯୋଗିତା :
  • ଏହା ପ୍ରୋଷ୍ଟେଟ କ୍ୟାନସରରୁ ରକ୍ଷା କରେ ।
  • ହୃଦରୋଗଜନିତ ବିପଦ ଆଶଙ୍କାକୁ ଏହା କମ କରେ ।
  • ଏହା ଶରୀରର  ହାଡକୁ ସୁଦୃଢ କରେ ।
  • ଅଧିକ ତନ୍ତୁଯୁକ୍ତ ହୋଇଥିବାରୁ ଏହା ଶରୀରରେ ଶର୍କରାର ସ୍ତରକୁ ନିୟନ୍ତ୍ରଣ କରେ ।
  • ମେନୋପଜ ସମୟରେ ହରମୋନର ଅସନ୍ତୁଳନଗତ ଅସୁବିଧା ଦୂର କରିବାରେ ଏହା ସାହାଯ୍ୟ କରେ ତଥା ଆଷ୍ଟିଓପେରୋସିସ ଭଳି ରୋଗରୁ ରକ୍ଷା କରେ ।
  • ପ୍ରତିଦିନର ଆହାରରେ ସୋୟା ଉତ୍ପାଦିତ ଖାଦ୍ୟର ମାତ୍ରା ବୃଦ୍ଧି ଆମ ଶାରୀରିକ ଫିଟ୍ ନେସ ର ଅଭିବୃଦ୍ଧି କରାଏ ।
  •  ସୋୟା ସବୁ ବୟସ ପାଇଁ ଉପଯୋଗୀ । ଏହା ତନ୍ତୁଯୁକ୍ତ ଏବଂ ସହଜରେ ହଜମ ହୁଏ । ତେଣୁ ପିଲା , ବୁଢା ,ଗର୍ଭବତୀ ମହିଳା , ପେରୀ ମେନୋପଜ ଏବଂ ମେନୋପଜ ସ୍ତରରେ ଥିବା ମହିଳା ତଥା ହାଟପେସେଣ୍ଟଙ୍କ ପାଇଁ ଏହା ଖୁବ ଉପଯୋଗୀ ।
Spread the love