ପ୍ରତି ବର୍ଷ ଅଗଷ୍ଟ ମାସ ର ପ୍ରଥମ ସପ୍ତାହ କୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ରୂପରେ ପାଳନ କରାଯାଏ। ଏ ବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଗଲା । ଏ ବର୍ଷର ବାର୍ତ୍ତ। ଥିଲା “support breast feeding for a healthier planet” ସ୍ତନ୍ୟପାନ ର ଉପକାର ପିଲା ସହ ମା କୁ ମଧ୍ୟ ମିଳିଥାଏ । ଏକ ଗବେଷଣା ରୁ ଜଣାଯାଇଛି ଯେଉଁ ମାଆ ସ୍ତନ୍ୟପାନ କରାଏ ତାର ଗର୍ଭାଶୟ କର୍କଟ ହେବାର ୨୫% କମ ହୋଇ ଥାଏ । ସ୍ତନ୍ୟପାନ ମାଙ୍କୁ ସୌନ୍ଦର୍ଯ୍ୟ ସହ ରୋଗରୁ ରକ୍ଷା କରିଥାଏ
116