Kartavya News
ଭୁବନେଶ୍ଵର, ୧୭/୮: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ ଆଇସୋଲେସନରେ ରହିବାକୁ ମନ୍ତ୍ରୀ ସୁଶାନ୍ତ ସିଂ ପରାମର୍ଶ ଦେଇଛନ୍ତି ।