150

ବନ୍ୟାପାଣି ଦେଖୁଥିବାବେଳେ ଭାସିଗଲେ ବାଳକ

ଢେଙ୍କାନାଳ, ୨୯/୮ : ବ୍ରାହ୍ମଣୀ ନଦୀର ବନ୍ୟା ଦେଖିବାକୁ ଯାଇ ପାଣିରେ ବୁଡ଼ିଯାଇଥିବା ୧୭ ବର୍ଷ ବାଳକର ମୃତଦେହ ଉଦ୍ଧାର ହୋଇଛି। ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଢେଙ୍କାନାଳ ଜିଲ୍ଲା ଭୁବନର ଜୟପୁର ଓ ଭୁବନ ବିଜ୍ଞାପିତ ପରିଷଦର ବୁଧେଶ୍ୱର ମନ୍ଦିର ଅଂଚଳ ବନ୍ୟା ପାଣି ମାଡି ଯାଇଛି  ।   ବନ୍ୟା ପାଣି ଦେଖିବାକୁ ସାଙ୍ଗମାନଙ୍କ ସହ ଯାଇଥିବା ଜଣେ ୧୭ବର୍ଷର ବାଳକ ଜଣଙ୍କ ଭୁବନ ଏନଏସିର ହୃଦାନନ୍ଦ ଗୋଛାୟତଙ୍କ ପୁଅ ବିଶାଳ ଗୋଛୟତ  ବନ୍ୟପାଣିରେ ବୁଡି ଯାଇଥିଲେ । ଆଜି ସକାଳେ ତାଙ୍କ ମୃତ ଦେହକୁ ଅଗ୍ନିଶ୍ରମ ବାହିନୀ ଉଦ୍ଧାର କରିଛନ୍ତି ।
Spread the love