2,972

ସାମ୍ବାଦିକ ହେବ ତ ଏମିତି.. ମହିଳା ଙ୍କ ବେକ ରୁ ଚେନ ଛଡେଇ ନେବ ଯେମିତି…

ବାସ୍ତବ ସାମ୍ବାଦିକତା ଆଉ କେହି କରୁ ନାହାନ୍ତି…ଚାଲିଛି କେବଳ ବ୍ଲାକମେଲ..
ଏହାର କାରଣ କେବଳ ଅସାମାଜିକ ବ୍ୟକ୍ତି ଯେଉଁ ମାନେ ଗଣମାଧ୍ୟମ ର ଆଢୁଆଳ ରେ ରହି ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି…

ଆମେ ଏଠାରେ ଉଲ୍ଲେଖ କରୁଛୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ର ବାଲୁଗାଁ NAC 11 ନଂ ୱାର୍ଡ ସରଳାପଦର ଗ୍ରାମ ରେ ରହୁଥିବା ସମ୍ବାଦ ଖବରକାଗଜ ଏବଂ କନକ ନିଉଜ଼ ର ସାମ୍ବାଦିକ ଅନନ୍ତ ଗୋପାଳ ପଟ୍ଟନାୟକ ଓରଫ ଟୁଟୁ ପଟ୍ଟନାୟକ

ଯିଏ ସମଗ୍ର ଅଞ୍ଚଳ ପାଇଁ ଏକ କଳଙ୍କ ବୋଲି ଚର୍ଚ୍ଚା ଜୋର ଧରିଛି.. କଥା କଣ କି ଏଇ ଆମ ଟୁଟୁ ସାମ୍ବାଦିକ ଭାରି ରସିକିଆ, ମଲିଫୁଲିଆ ବାସ୍ନା ସୂଂଗିବାକୁ ଭାରି ଉଛନିଆ…

ଟାଙ୍ଗୀ ରେ ଜନୈକ ଢ଼ାବଲ କୁ ରଖି ମଲିଫୁଲ ବାସ୍ନା ସୂଂଗୁଥିବାରୁ ନିଜ ଧର୍ମପତ୍ନୀ ଙ୍କ ଦ୍ୱାରା ଛାଞ୍ଚୁଣି ରେ ମାଡ଼ ଖାଇବା ର ସୁବର୍ଣ୍ଣ ସୁଯୋଗ ପାଇଥିଲା… ସବୁ ଠାରୁ ବଡ଼ କଥା ଟା ହେଲା ସାମ୍ବାଦିକ ଟୁଟୁ ଭାଇ 2007 ମସିହା ରେ ଜନୈକ ମହିଳାଙ୍କୁ ଲିଫ୍ଟ ଦେଇ ବାଲୁଗାଁ ଚିଲିକା କୂଳ ରେ ପାରିକୁଦ ଯିବା ନିମନ୍ତେ ଡ଼ଙ୍ଗା ରେ ଛାଡି ହଟାଥ ଉକ୍ତ ମହିଳା ଟି ବେକ ରୁ ସୁନା ଚେନ ଛଡେଇ ଫେରାର ହେଇ ଯାଇଥିଲା ଯେଉଁଥିରେ ବାଲୁଗାଁ ଥାନା ରେ ଏକ ରବରୀ/ଚୋରି କେଶ ଯଥା କେଶ ନଂ 116/2007 ଖାଇଥିଲା… କଥା କଣ କି ଆମ

ଟୁଟୁ ଭାଇ ବାଲୁଗାଁ ହାଇ ସ୍କୁଲ ରେ ମାଟ୍ରିକ ଫେଲ ତେଣୁ ସେଇ ଅନୁସାରେ ଏହି ଭଳି ଚୋରି ଡକାୟତି ଏବଂ ରାଣ୍ଡୁଆମି କରିବା ତାଙ୍କ ପେସା… 2002-03 ମସିହା ରେ ବୋଇତ ବନ୍ଦାଣ ରେ ସମ୍ବାଦ ଅଫିସ ରୁ ବଡ଼ ସାମ୍ବାଦିକ ଆସିଛନ୍ତି କହି ପୂର୍ବତନ ବିଧାୟକ ରଘୁ ସାହୁ ଠାରୁ ୨ ଗୋଟି ମଦ ବୋତଲ ମାଗିକି ଆଣି ବାହାରେ ବିକି ଦେଇ ଖବର ରଘୁ ନନା ଜାଣି ଦେଇଥିବାରୁ ଆଜି ଯାଏଁ ରଘୁ ନନା ପାଖକୁ ଯାଇ ପାରୁନି…ବର୍ତମାନ ଚୋର ମୁହଁ ପ୍ରବଳ ଟାଣ ଯେମିତି

ଏଇ ଚୋର ଟୁଟୁ ମୁହଁ ବି ପ୍ରବଳ ଟାଣ ସେମିତି, ଜମା ଲାଜ ସରମ ନାହିଁ…. ପିତାଙ୍କ ପେନସନ ସମ୍ପୂର୍ଣ ହଡ଼ପ କରିବାକୁ ନିଜ ବଡ଼ ଭାଇ କୁ ଘରୁ ତଡି ଦେଇଚି ଯାହା ଚଣ୍ଡାଳ ପ୍ରକୃତି ବୋଲି ସରଳାପଦର ଗ୍ରାମବାସୀ ଟୁପୁର ଟାପୁର ହଉଛନ୍ତି…
ଏଠାରେ ଆମେ ସିଧା ସଳଖ ଭାବେ କହୁଚୁ ଆମେ ପ୍ରସାରିତ କରିଥିବା ଖବର ରୁ ଯଦି ଗୋଟେ ମିଥ୍ୟା ବୋଲି ପ୍ରମାଣ କରିଦେବ ତେବେ ଆମେ ଆଉ ନିଉଜ଼ କରିବୁ ନାହିଁ…


ତେବେ ସବୁ ଠାରୁ ଆଶ୍ଚର୍ଯ୍ୟଜନକ କଥା ଟି ହେଲା ଡକାୟତି ଭଳି ସଂଗୀନ ଦଫା ଥାଇ ମଧ୍ୟ ବାଲୁଗାଁ ପୋଲିସ କେଉଁ କାରଣ ରୁ ଏହି କୁଖ୍ୟାତ ଡକାୟତ କୁ ଗିରଫ କରୁନି?? ଏମିତି କି ଏହି କୁଖ୍ୟାତ ଡକାୟତ ପ୍ରାୟତଃ ବାଲୁଗାଁ ଏବଂ ବାଣପୁର ଥାନା ରେ ନଙ୍ଗର ପଙ୍ଗର ହେଉଥିବା ର ଦେଖା ଦେଉଛି… ବାଲୁଗାଁ ଅଞ୍ଚଳ ର କେଉଁ ଲୋକ ଠାରୁ କେତେ ଟଙ୍କା ନେଇଛି ଏବଂ କେଉଁ କାମ କରେଇ ଦେବା ନାମରେ ନେଇଛି ତାହା ଆମେ ଆଗାମୀ ଦିନ ମାନଙ୍କ ରେ ବିସ୍ତାରିତ ଭାବେ ପ୍ରସାରଣ କରିବୁ… ଏବଂ ଯଦି କୁଖ୍ୟାତ ଡକାୟତ ଟୁଟୁ ସାଧାରଣ ଲୋକ ଙ୍କୁ କୌଣସି ପ୍ରକାର ର ଧମକ ଚମକ ଦିଏ ତେବେ ଆମେ ଖୁଲ୍ଲମ ଖୁଲା ଗୋଡେଇ ଗୋଡେଇ ବିଚ ବଜାର ରେ ବାଡ଼େଇ ଥୋବଡ଼ ମୁହଁ କୁ ଫଟେଇ ଦେବୁ…

Spread the love